Download Now Banner

This browser does not support the video element.

ବୌଦ୍ଧ ସଦର: ଗିରାସିଙ୍ଗା ଠାରେ ମା ପାଇଁ ଗଛଟିଏ କାର୍ଯକ୍ରମ, ଯୋଗଦେଲେ ଏସିଏଫ ଓ ନିର୍ବାହୀ ଯନ୍ତ୍ରୀ

Baudh Sadar, Boudh (Bauda) | Aug 23, 2025
ଶନିବାର ଦିନ ଗିରଶିଂଘା ଗ୍ରାମ ଠାରେ "ମା ପାଇଁ ଗଛଟିଏ" କାର୍ଯ୍ୟକ୍ରମ "ଗ୍ରୀନ ଗୋଲ ଆକ୍ସନ" ବୌଦ୍ଧ ତରଫରୁ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ଅବସରରେ ଅତିଥି ଭାବେ ବନ ଖଣ୍ଡ ସହକାରୀ ବନ ସଂରକ୍ଷକ ଆଶିଷ କୁମାର କନ୍ହର୍, ବୌଦ୍ଧ ବିଦ୍ୟୁତ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ. ନରେଶ ଚନ୍ଦ୍ର ଆଚାର୍ଯ୍ୟ, ବୌଦ୍ଧ ଲିଫ୍ଟ ଇରିଗେଶନ କର୍ପୋରେସନ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ. ସତ୍ୟ ନାରାୟଣ ରଣା ଓ ଅନ୍ଯ ମାନେ ଯୋଗ ଦେଇ ସାମୁହିକ ବୃକ୍ଷ ରୋପଣ କରିଥିଲେ |
Read More News
T & CPrivacy PolicyContact Us