This browser does not support the video element.
କୋରାପୁଟ ସହର: କୋରାପୁଟରେ ଚାରୋଟି କେନ୍ଦ୍ରରେ ସୂଚାରୁରୂପେ ଓଟିଈଟି ପରିକ୍ଷା ସମ୍ପାଦନ
Koraput Town, Koraput | Sep 27, 2025
କୋରାପୁଟରେ ଚାରୋଟି ପରୀକ୍ଷା କେନ୍ଦ୍ରରେ ଓଟିଇଟି ପରୀକ୍ଷା ସୁଚାରୁରୂପେ ସମ୍ପାଦନା ହୋଇଥିବା ଜଣାପଡିଛି। ଆଜି ସକାଳ ୯ ଘଣ୍ଟା ଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ କୋରାପୁଟ ଜେଇଏଲସି ହାଇସ୍କୁଲ,ସରକାରୀ ବାଳିକା ବିଦ୍ୟାଳୟ, ସରକାରୀ ବାଳକ ବିଦ୍ୟାଳୟ ସହ ସରସ୍ଵତୀ ଶିଶୁ ମନ୍ଦିରରେ ପରିକ୍ଷା ଅୟୋଜନ ହୋଇଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା ସକାଶେ ପୋଲିସ ମୃତୟନ ହୋଇଥିବା ବେଳେ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ପରିଚାଳନା ତଦାରଖ କରିଥିଲେ।