This browser does not support the video element.
ବରୀ ରାମଚନ୍ଦ୍ରପୁର: ବରୀ ବ୍ଲକ ସଭା ଗୃହରେ ଜିଲ୍ଲାପାଳ ଓ ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ
Bari Ramachandrapur, Jajpur | Sep 22, 2025
ବରୀ ବ୍ଲକ ସଭା ଗୃହରେ ଜିଲ୍ଲାପାଳ ଓ ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ଅମ୍ବର କୁମାର କର ଯୋଗଦେଇ ଅଭିଯୋଗ ଗୁଡିକୁ ଶୁଣାଣୀ କରିଥିଲେ। ଏହି ବୈଠକରେ ଅନେକ ପାନୀୟ ଜଳ ସମ୍ପର୍କିତ ଅଭିଯୋଗ ଆସିଥିବା ବେଳେ ଜିଲ୍ଲାପାଳ ଶ୍ରୀ କର ବିରକ୍ତି ପ୍ରକାଶ କରିଥିଲେ। ତେବେ ଆଜିର ଏହି ଅଭିଯୋଗ ଶୁଣାଣୀ ଶିବିରରେ ମୋଟ 152ଟି ଅଭିଯୋଗ ପଞ୍ଜିକୃତ ହେଇଥିବା ବେଳେ 114ଟି ଅଭିଯୋଗ ତତ୍କାଳ ସମାଧାନ ହେଇଥିଲା