This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ପୁଣି ଚରମ୍ପାରେ ଫୁଟିଲା ପେଟ୍ରୋଲ ବୋମା।ଘଟଣାସ୍ଥଳରେ ଟାଉନ ପୁଲିସ ର ତଦନ୍ତ ଜାରୀ ଥିବା ବେଳେ ଲୋକେ ଆତଙ୍କିତ
Bhadrak Rural, Bhadrak | Sep 18, 2025
ପୁଣି ଚରମ୍ପାରେ ଫୁଟିଲା ପେଟ୍ରୋଲ ବୋମା।ଘଟଣାସ୍ଥଳରେ ଟାଉନ ପୁଲିସ ର ତଦନ୍ତ ଜାରୀ ଥିବା ବେଳେ ଲୋକେ ଆତଙ୍କିତ। ପୂର୍ବରୁ ମଧ୍ୟ ଚରମ୍ପା ରେ ପେଟ୍ରୋଲ ବୋମା ମାଡ଼ ହୋଇଥିବା ବେଳେ ଆଜି ଏହା ମଧ୍ଯ ପୁନରାବୃତ୍ତି ହୋଇଛି। ତେବେ ତେବେ ପୋଲିସ କୁ ଦୁର୍ବୃତ ମାନଙ୍କର ଏହା ଚ୍ୟାଲେଞ୍ଜ ବୋଲି ଆଲୋଚନା ଚାଲିଥିବା ବେଳେ ପୋଲିସ ଏଥି ପ୍ରତି ଅଧିକ କଠୋର ହେବାକୁ ଦାବୀ ହୋଇଛି। ତେବେ ଦେଖିବାକୁ ବାକି ରହିଲା ଏମିତି ଘଟଣା ଘଟାଇ ଥିବା ଦୁର୍ବୃତ ମାନଙ୍କୁ ପୋଲିସ କେବେ ଧରୁଛି।