Download Now Banner

This browser does not support the video element.

ନୂଆପଡା: ଖଡ଼ିଆଳ ବିଧାନସଭା ଯୁବ କଂଗ୍ରେସ ସଭାପତି ଭାବେ ମନୋନୀତ ହେଲେ ଖଡ଼ିଆଳର ପ୍ରଦୀପ ବେହେରା

Nuapada, Nuapada | Sep 3, 2025
ଖଡ଼ିଆଳ ବିଧାନସଭା ଯୁବ କଂଗ୍ରେସ ସଭାପତି ଭାବରେ ଆଜି ପ୍ରଦୀପ ବେହେରା ମନୋନୀତ ହୋଇଛନ୍ତି। ଆଜି ୪ ଟା ସମୟରେ ଏହି ଘୋଷଣା ପରେ ତାଙ୍କୁ ବିଭିନ୍ନ ମହଲରେ ଶୁଭେଚ୍ଛା ଜ୍ଞାପନ କରଯାଇଛି। ଖଡ଼ିଆଳର ଶ୍ରୀ ପ୍ରଦିପ ବେହେରା ଦିର୍ଘ ବର୍ଷରୁ କଂଗ୍ରେସରେ ଜଡିତ ରହି ସଂଘଠନକୁ ସୁଦୃଢ଼ କରିବାରେ ଉଦ୍ୟମ କରି ଆସୁଥିଲେ।
Read More News
T & CPrivacy PolicyContact Us