Download Now Banner

This browser does not support the video element.

ଝାରସୁଗୁଡା: ଝାରସୁଗୁଡା ଟାଉନ ଥାନା ଅଂଚଳ ରେ ସାଇବର ଠକେଇ ର ଶିକାର ହେଲେ ଦୁଇଜଣ ଖବର କାଗଜ ବିକ୍ରେତା

Jharsuguda, Jharsuguda | Sep 3, 2025
ଝାରସୁଗୁଡା ଟାଉନ ଥାନା ଅଂଚଳ ରେ ସାଇବର ଠକେଇ ର ଶିକାର ହେଲେ ଦୁଇଜଣ ଖବର କାଗଜ ବିକ୍ରେତା l ଠକେଇର ଶିକାର ହୋଇଥିବା ଖବର କାଗଜ ବିକ୍ରେତାମାନେ ଗତକାଲି ସାଇବର ହେଲ୍ପଲାଇନ୍‌ରେ ଅଭିଯୋଗ କରିଥିବା ବେଳେ ଆଜି ଝାରସୁଗୁଡା ଝାରସୁଗୁଡା ଟାଉନ ଥାନାରେ ଏନେଇ ଲିଖିତ ଅଭିଯୋଗ କରିଛନ୍ତି l ଅଭିଯୋଗ ଅନୁଯାୟୀ ଖବର କାଗଜ ବିକ୍ରେତାମାନଙ୍କୁ ଲିଫ୍‌ଲେଟ୍‌ ବାଣ୍ଟିବାଦେବା ଉଦ୍ଦେଶ୍ୟରେ ଜଣେ ବ୍ୟକ୍ତି ଫୋନ୍ କରି ରାଉରକେଲାରୁ କହୁଥିବା ନେଇ ଜଣାଇଥିଲା l ଏହାପରେ ସେ ପଠାଇଥିବା ଲିଫ୍‌ଲେଟ୍ ସକାଳୁ ପହଞ୍ଚିବାକୁ ଥିବାରୁ ସେଗୁଡ଼ିକୁ ବାଣ୍ଟି ଦେବାକୁ ଅନୁରୋଧ କରିଥିଲା l
Read More News
T & CPrivacy PolicyContact Us