Download Now Banner

This browser does not support the video element.

ଅମ୍ବାଭୋନା: ଡୁଙ୍ଗୁରୀ ସାର୍ବଜନୀନ ଦୁର୍ଗାପୁଜା ର ଆଜି ବିଜୟା ଦଶମୀ ରେ ମାଁ ଜଗଜ୍ଜନନୀ ଦୁର୍ଗାଙ୍କ ପୁଜାର୍ଚନା ମହାସମାରୋହରେ ଅନୁଷ୍ଠିତ

Ambabhona, Bargarh (Baragarh) | Oct 2, 2025
ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଡୁଙ୍ଗୁରୀ ସାର୍ବଜନୀନ ଦୁର୍ଗପୁଜା ରେ ଆଜି ବିଜୟା ଦଶମୀ ରେ ମାଁ ଜଗଜ୍ଜନନୀ ଦୁର୍ଗାଙ୍କ ଦଶମୀ ପୁଜା ମହାସମାରୋହରେ ଅନୁଷ୍ଠିତ । ଆଜି ପିଖାପାଖି 12 PM ସମୟରୁ ଅନ୍ତିମ ପର୍ଯାୟର ପୁଜା ଆରମ୍ଭ ହୋଇଥିଲା । ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଇଥିଲା ।
Read More News
T & CPrivacy PolicyContact Us