This browser does not support the video element.
ଧର୍ମଗଡ: ଧର୍ମଗଡ ରେ ବିଜେପି ର କାର୍ଯ୍ୟକର୍ତ୍ତା ସମ୍ମିଳନୀ
ବିଜେପି ରେ ମିଶିଲେ ବ୍ଲକ ଅଧ୍ୟକ୍ଷା ସମେତ ସମିତି ଓ ସରପଞ୍ଚ
Dharamgarh, Kalahandi | Aug 27, 2025
କଳାହାଣ୍ଡି ଜିଲ୍ଲାକୁ ୨ ଦିନିଆ ଗସ୍ତରେ ଆସିଥିବା ବେଳେ ବୁଧବାର ଅପରାହ୍ନ ୧ ଟାରେ ଧର୍ମଗଡ଼ ରେ ଏକ ବିଶାଳ କର୍ମୀ ସମାବେଶ ଓ ମିଶ୍ରଣ ସଭାରେ ଯୋଗଦେଲେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ।ଏକ ବାଇକ୍ ଶୋଭାଯାତ୍ରା ମାଧ୍ୟମରେ ସେ ସହର ପରିକ୍ରମା କରିବା ସହ ମା ଭଣ୍ଡାର ଘରଣୀ ଦେବୀଙ୍କ ପୀଠକୁ ଯାଇ ପୂଜାର୍ଚ୍ଚନା କରିଥିଲେ।କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ଶ୍ରୀ ସାମଲଙ୍କ ସମେତ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ଯୋଗ ଦେଇଥିଲେ।