This browser does not support the video element.
ପରଜଙ୍ଗ: ଭୁବନ ଏନ୍ଏସି ନୂତନ ନଗରପାଳ ଶ୍ରୀମତୀ ମାନିନୀ ସାହୁ ନେଲେ ଦାୟିତ୍ଵ
Parajang, Dhenkanal | Sep 12, 2025
ଭୁବନ ଏନ୍ଏସି ନୂତନ ନଗରପାଳ ଶ୍ରୀମତୀ ମାନିନୀ ସାହୁ ନେଲେ ଦାୟିତ୍ଵ ଢେଙ୍କାନାଳ ଜିଲ୍ଲା ଭୁବନ ଏନ୍ଏସିର ନଗରପାଳ ଶୁଭେନ୍ଦୁ ସାହୁ ବହିସ୍କାର ହେବା ପରେ ପଦବୀ ଟି ଫାଙ୍କା ଥିଲା ଶୁକ୍ରବାର ଅପରାହ୍ନ ୧ଟାରେ ସମସ୍ତ କାଉନସିଲର ମାନଙ୍କ ଉପସ୍ଥିତିରେ ଜରୁରୀକାଳୀନ ବୈଠକ ପରେ ବିଦ୍ଧିବଦ୍ଧ ଭାବେ ଉପନଗର ପାଳ ଶ୍ରୀମତୀ ମାନିନୀ ସାହୁ ନଗରପାଳ ଦାୟିତ୍ଵ ଗ୍ରହଣ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ସମେତ ସମସ୍ତ କାଉନସିଲର ସଦସ୍ୟ ମାନେ ଉପସ୍ଥିତ ଥିଲେ।