This browser does not support the video element.
ନୂଆପଡା: କୋମନା ଅଞ୍ଚଳରେ ପୋଲିସର ଅପରେସନ ପ୍ରହାର, ୭ ଜୁଆଡ଼ି ଗିରଫ
Nuapada, Nuapada | Sep 13, 2025
କୋମନା ଅଞ୍ଚଳରେ ପୋଲିସର ଅପରେସନ ପ୍ରହାର ଜାରି ରହିଛି। ଆଜି କୋମନା ଅଞ୍ଚଳରେ ପୋଲିସ ଚଢାଉ କରି ୭ ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୩୭୪୦ ଟଙ୍କା, ୩ ଗୋଟି ବାଇକ ଓ ୨ ଗୋଟି ମୋବାଇଲ ଜବତ ଓ ତାସ ଜବତ କରିଥିବା ନେଇ ନୂଆପଡ଼ା ଆରକ୍ଷୀ ଅଧିକ୍ଷକ ଅମୃତପାଲ ସିଂହ ଆଜି ୪ ଟାରେ ସୂଚନା ଦେଇଛନ୍ତି।