Download Now Banner

This browser does not support the video element.

ନୟାଗଡ: ବିଳମ୍ୱିତ ରାତ୍ରୀରେ ନୟାଗଡ଼ ଫତେଗଡ ଥାନା ବାଇଗୁଣିଆ ଗାଁରେ ଗୋଷ୍ଠୀ ସଂଘର୍ଷ ଜଣେ ଆହତ

Nayagarh, Nayagarh | Aug 31, 2025
ବିଳମ୍ୱିତ ରାତ୍ରୀରେ ନୟାଗଡ଼ ଫତେଗଡ ଥାନା ବାଇଗୁଣିଆ ଗାଁରେ ଗୋଷ୍ଠୀ ସଂଘର୍ଷ, 1ଆହତ, । ଆଜି ସକାଳ ଆଠ ଘଟିକା ସମୟରେ ଗ୍ରାମରେ ପହଞ୍ଚି ପୋଲିସ ର ତଦନ୍ତ ଆରମ୍ଭ। ସୂଚନା ମୁତାବକ ନିଶା କାରବାର ପୂର୍ବ ଶତ୍ରୁତାକୁ ନେଇ ତାରିଣୀ ଛକରେ ଗଉଡ ସାହି ଏବଂ ହରିଜନ ସାହିର ଦୁଇ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି, ଉଭୟ ପକ୍ଷରୁ ଟେକାପଥର ମାଡ଼ ସହ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିବା ଅଭିଯୋଗ, ଏହାକୁ ନେଇ ବାଇଗୁଣିଆ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି, ଖବର ପାଇଁ ଘଟଣା ସ୍ଥଳରେ ଫତେଗଡ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି
Read More News
T & CPrivacy PolicyContact Us