Download Now Banner

This browser does not support the video element.

ରେଙ୍ଗାଲି: ରେଙ୍ଗାଲି ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ସିଂହପାଲି ରେ ଏକ ଫ୍ଲିମ ର ସୁଟିଂ ଚାଲୁଥିବା ସମୟରେ ଜଣେ ଅଭିନେତ୍ରୀ ଆହତ

Rengali, Sambalpur | Jun 14, 2025
ରେଙ୍ଗାଲି ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ସିଂହପାଲି ରେ ଏକ ଫ୍ଲିମ ର ସୁଟିଂ ଚାଲୁଥିବା ସମୟରେ ଜଣେ ଅଭିନେତ୍ରୀ ଆହତ l ମିଳିଥିବା ସୂଚନା ଅନୁସାରେ ଆଜି ରାତି ପ୍ରାୟ 7 ଟା ସମୟରେ ସୁଟିଂ ସେଟ ରେ ଅଭିନେତ୍ରୀ ଜଣକ ଦୁର୍ଘଟଣା ର ଶିକାର ହୋଇଥିଲେ l ତାଙ୍କୁ ତୁରନ୍ତ ମେଡିକାଲ କୁ ଅଣାଯାଇ ଚିକିତ୍ସା କରାଯାଇଥିଲା l
Read More News
T & CPrivacy PolicyContact Us