Download Now Banner

This browser does not support the video element.

ତଲସରା: ସରଡେଗା ଶନି ମନ୍ଦିରଠାରେ ୫ଶହ ଘର ଭୂୟାଁ ସମାଜ ପକ୍ଷରୁ ନୂଆଁଖାଇ ଭେଟଘାଟ ଯୋଗ ଦେଲେ ଜିଲ୍ଲା ପରିଷଦ ସଭ୍ୟ

Talasara, Sundargarh | Sep 6, 2025
ସୁନ୍ଦରଗଡ଼ ଜିଲ୍ଲାର ହେମଗିର ବ୍ଳକର ସରଡେଗା ଶନି ମନ୍ଦିରଠାରେ ଆଜି ୫ ଶହ ଘର ଭୂୟାଁ ସମାଜ ପକ୍ଷରୁ ମହାସମାରୋହରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ବଡ଼ଗାଁ ର ଜିଲ୍ଲା ପରିଷଦ ସଭ୍ୟ ତଥା ଭୂୟାଁ ସମାଜ ର ସଭାପତି ଅମୀୟ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବ ରେ ଅଂଶଗ୍ରହଣ କରିଥିଲେ। ଅନ୍ୟତମ ଅତିଥି ଭାବ ରେ ସାଧାରଣ ସଂପାଦକ କୈଶିକ ବୁଡ଼ା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।ଶନି ମନ୍ଦିରର ପୂଜକ ତଥା ପ୍ରତିଷ୍ଠାତା ପରମେଶ୍ଵର କାଲୋ ଙ୍କର ସଭାପତିତ୍ବରେ ଅନୁଷ୍ଠିତ ହୋଇଛି।
Read More News
T & CPrivacy PolicyContact Us