Download Now Banner

This browser does not support the video element.

ଭୋଗରାଇ: ଶିକ୍ଷକ ବଦଳି ପ୍ରତିବାଦରେ ଧାରଣାରେ ବସିଲେ ଭୂୟାଁବାସୁଳି ସାହି ପ୍ରାଥମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ।

Bhograi, Balasore | Sep 6, 2025
ଶିକ୍ଷକ ବଦଳି ପ୍ରତିବାଦରେ ଜୟରାମପୁର ପଞ୍ଚାୟତର ଭୂୟାଁବାସୁଳି ସାହି ପ୍ରାଥମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ରାସ୍ତାରେ ଧାରଣାରେ ବସିଛନ୍ତି,ଶିକ୍ଷକଙ୍କ ଅଚାନକ ବଦଳି କାହିଁକି ହେଲା ତାକୁ ନେଇ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଭିଭାବକ ,ଅଭିଭାବିକା ମାନେ ଧାରଣା ଦେବା ସହ ଯେ ପର୍ଯ୍ୟନ୍ତ ଶିକ୍ଷକଙ୍କ ବଦଳିକୁ ରୋକ ନ ଲାଗିଛି ସେ ପର୍ଯ୍ୟନ୍ତ ଏଭଳି ଧାରଣା ଚାଲୁରହିବ ବୋଲି ସେମାନେ କହିଛନ୍ତି ।
Read More News
T & CPrivacy PolicyContact Us