This browser does not support the video element.
ଧର୍ମଗଡ: କ୍ଷୁଦ୍ର ଜଳସେଚନ ବିଭାଗ କୋକସରା ଅଞ୍ଚଳର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କଲେ ଧର୍ମଗଡ ବିଧାୟକ
Dharamgarh, Kalahandi | Sep 12, 2025
ଶୁକ୍ରବାର ଧର୍ମଗଡ ବିଧାୟକ ସୁଧିର ରଞ୍ଜନ ପାଟ୍ଟଯୋଷୀ କୋକସରା ବ୍ଲକ ଅଞ୍ଚଳ ପରିଦର୍ଶନ କରିଥିଲେ। ଏହି ପରିଦର୍ଶନ ସମୟରେ ଚାଷୀଙ୍କ ସମସ୍ୟା କୁ ଗୁରୁତ୍ବ ଦେଇ କ୍ଷୁଦ୍ର ଜଳସେଚନ ବିଭାଗର ବିଭିନ୍ନ ଜଳ ସେଚନ ପ୍ରକଳ୍ପ ଦେଖିଥିଲେ। ଏହାସହ ଚାଷୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ତୁରନ୍ତ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।