This browser does not support the video element.
ଯାଜପୁର: କୋରେଇ ବ୍ଲକ ଶଙ୍ଖଚିଲା ସ୍ଥିତ ମା ହେଙ୍ଗୁଳାଙ୍କ ପୀଠକୁ ବିଧାୟକଙ୍କ ଗସ୍ତ,ପୀଠରେ ବିକାଶକୁ ନେଇ ସ୍ଥାନୀୟ ଲୋକଙ୍କ ସହିତ କଲେ ଆଲୋଚନା
Jajapur, Jajpur | Aug 28, 2025
କୋରେଇ ବ୍ଲକ ଶଙ୍ଖଚିଲା ସ୍ଥିତ ମା ହେଙ୍ଗୁଳାଙ୍କ ପୀଠକୁ ବିଧାୟକଙ୍କ ଗସ୍ତ,ପୀଠରେ ବିକାଶକୁ ନେଇ ସ୍ଥାନୀୟ ଲୋକଙ୍କ ସହିତ କଲେ ଆଲୋଚନା l ମା ହେଙ୍ଗୁଳା ପୀଠର ବିକାଶ ପାଇଁ ଅନେକ ଦିନ ହେବ ସ୍ଥାନୀୟ ଲୋକେ ବିଧାୟକଙ୍କ ନିକଟରେ ଦାବୀ କରୁଥିଲେ l ଏହି ଦାବିକୁ ଦୃଷ୍ଟିରେ ରଖି ଆଜି କୋରେଇ ବିଧାୟକ ଆକାଶ ଦାସନାୟକ ଶଙ୍ଖଚିଲା ସ୍ଥିତ ମା ହେଙ୍ଗୁଳାଙ୍କ ପୀଠରେ ପହଂଚିଥିଲେ l ଏଥିସହିତ ମଦିର ପରିସର ବୁଲି ଅନୁଧ୍ୟାନ କରିବା ସହିତ ବିକାଶ ସମ୍ପର୍କରେ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିଛନ୍ତି l