Install App
shantanupanda7
This browser does not support the video element.
ବଡସାହି: ବୈଶିଙ୍ଗା ରୟାଲବଗିଚା ମଣ୍ଡପରେ ବରିଷ୍ଠନାଗରିକ ବିକାଶମଞ୍ଚର ବାର୍ଷିକତ୍ସବରେ ଯୋଗଦେଲେ ମାନ୍ୟବର ଲୋକପ୍ରିୟ ବିଧାୟକ ସନାତନ ବିଜୁଳି ଓ ଅଧିକାରୀ
Barsahi, Mayurbhanj | Sep 10, 2025
ବୈଶିଙ୍ଗାସ୍ଥିତ ରୟାଲବଗିଚା କଲ୍ୟାଣ ମଣ୍ଡପରେ ବୁଧବାର ଆୟୋଜିତ ବରିଷ୍ଠ ନାଗରିକ ବିକାଶ ମଞ୍ଚର ପ୍ରଥମବାର୍ଷିକ ପ୍ରତିଷ୍ଠା ଉତ୍ସବରେ ମୁଖ୍ୟଅତିଥି ଭାବେ ମାନ୍ୟବର ଲୋକପ୍ରିୟ ବିଧାୟକ ସନାତନ ବିଜୁଳି ଯୋଗଦେଇଥିବା ବେଳେ ଏହା ବୁଧବାର ଅପରାହ୍ନ ଚାରିଟାରେ ଉଦଯାପିତ ହୋଇଯାଇଛି l ଆୟୋଜକ ଅନୁଷ୍ଠାନର ସଭାପତି ସୀତାନାଥ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ଅତିଥିଅଧିକାରୀ ପ୍ରମୁଖ ମଞ୍ଚାସିନ ଥିଲେ l
Share
Read More News
T & C
Privacy Policy
Contact Us
Your browser does not support JavaScript!