Download Now Banner

This browser does not support the video element.

ଜି ଉଦୟଗିରି: ରାଇକିଆ ବ୍ଲକ ଇନ୍ଦ୍ରଗଡ ପଞ୍ଚାୟତର ରିଷାଭୁଇଁ ଗାଁରେ ସାପ କାମୁଡାରେ ମା ଓ ଝିଅଙ୍କ ମୃତ୍ୟୁ ।

G Udayagiri, Kandhamal | Aug 29, 2024
କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଇନ୍ଦ୍ରଗଡ ପଞ୍ଚାୟତର ରିଷାଭୁଇଁ ଗାଁରେ ମା ଓ ଝିଅ କୁ ସାପ କମୁଡ଼ିଥିବାରୁ ମୃତ୍ୟୁ ଘଟିଛି।ମୃତକ ମାନେ ହେଲେ ରିଷାଭୁଇଁ ଗ୍ରାମର ଲଡୁ ନାୟକଙ୍କ ସ୍ତ୍ରୀ ଗୁରୁବାରୀ ନାୟକ ଓ ଝିଅ ସୁବି ନାୟକ। ସାପ କାମୁଡାରେ ଉଭୟଙ୍କ ମୃତ୍ୟୁ ଘଟିଥିବା ଲଡୁ କହିଛନ୍ତି। କୌଣସି ଏକ କିଟ କାମୁଡି ଥିବାରୁ ଚିତ୍କାର କରି ଉଠି ପଡିଥିଲେ। ପରେ ପରିବାର ଲୋକେ ଉଭୟଙ୍କୁ ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଆଣିଥିଲେ।ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୂତ ଘୋଷଣା କରିଛନ୍ତି।ପୁଲିସ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି ।
Read More News
T & CPrivacy PolicyContact Us