This browser does not support the video element.
କୋରାପୁଟ ସହର: କୋରାପୁଟ ମଣ୍ଡଳ କାରାଗାରର ଦୁର୍ଗା ମେଢରେ ଆଡ଼ମ୍ବରରେ ଅଷ୍ଟମୀ ପୂଜା ଅନୁଷ୍ଠିତ
Koraput Town, Koraput | Sep 30, 2025
କୋରାପୁଟ ମଣ୍ଡଳ କାରାଗାରର ପୁଜା ମେଢରେ ଆଜି ଅପରାହ୍ନ ୪ଟା ସମୟରେ ଆଡ଼ମ୍ବରରେ ଅଷ୍ଟମୀ ପୂଜା ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ସହରରେ ପ୍ରଥମ ଦୁର୍ଗା ପୂଜା ମଣ୍ଡଳ କାରାଗାରେ ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ଜେଲ୍ କର୍ତୁପକ୍ଷ। ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ସମସ୍ତ ପୁଜାର୍ଚ୍ଚନା କୋରାପୁଟ ମଣ୍ଡଳ କାରାଗାର କର୍ତ୍ତୁପକ୍ଷ ପକ୍ଷରୁ ଆୟୋଜନ କରାଯାଇଥାଏ।