Download Now Banner

This browser does not support the video element.

ଟିଟିଲାଗଡ: ମୁଖ୍ୟମନ୍ତ୍ରୀ ଶିକ୍ଷାପୁରସ୍କାରରେ ସମ୍ମାନିତହେଲେ ଟିଲାଗଡ଼ର ଶିକ୍ଷୟତ୍ରୀ ଶ୍ରୀମତି ନିରୁପମା ତ୍ରିପାଠୀ ଓ ସିଆରସିସି ଶ୍ରୀମତି ସାଳିନି ଶତପଥୀ

Titlagarh, Balangir | Sep 5, 2025
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମ୍ମାନରେ ସମ୍ମାନିତ ହେଲେ ଟିଟିଲାଗଡ଼ର ନିରୁପମା ତ୍ରିପାଠୀ ଓ ସିଆରସିସି ଶ୍ରୀମତି ସାଳିନି ଶତପଥୀ। ଜିଲ୍ଳା ସ୍ତରୀୟ ଗୁରୁ ଦିବସ ଉତ୍ସବ ଏବଂ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ବଲାଙ୍ଗିରର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ଟିଟିଲାଗଡ଼ ଘଣ୍ଟାଶୁଣି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ଶ୍ରୀମତି ନିରୁପମା ତ୍ରିପାଠୀଙ୍କ କର୍ତ୍ତବ୍ୟ ପରାୟଣ ଓ ବିଦ୍ୟାଳୟ ପ୍ରତି କର୍ମ ନିଷ୍ଠତା ପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ (
Read More News
T & CPrivacy PolicyContact Us