Download Now Banner

This browser does not support the video element.

ଢେଙ୍କାନାଳ ସଦର: ଲହଡ଼ା ଗ୍ରାମ ଠାରେ ଢେଙ୍କାନାଳ ଅବକାରୀ ମୋବାଇଲ ଟିମ୍ ଦ୍ବାରା ଚୋରା ମଦ ଜବତ, ଜଣେ ଗିରଫ

Dhenkanal Sadar, Dhenkanal | Aug 8, 2025
ଢେଙ୍କାନାଳ ଜିଲ୍ଲା ଗଁଦିଆ ଅବକାରୀ ‌ଥାନା ଅଧିନ ଲହଡ଼ା ଠାରେ ବାଇକ୍ ନଂ OR 06 F 8254 ରେ ଦେଶୀ ମଦ ନେଉଥିବା ସମୟରେ ଆଜି ତା ୮।୮ ରିଖ ଅପରାହ୍ନ ୩ ଘଣ୍ଟା ସମୟରେ ଢେଙ୍କାନାଳ ଜିଲ୍ଲା ମୋବାଇଲ ସ୍କ୍ୱାର୍ଡ ୨ ଜଣ ବ୍ୟକ୍ତିଙ୍କୁ ଧରିଥିଲେ। ସେମାନଙ୍କ ଠାରୁ ୨୦ ଲିଟର ଦେଶୀ ମଦ ଜବତ ହୋଇଛି। ସେମାନଙ୍କ ମଧ୍ୟରୁ କାଳିଆ ଖଟୁଆଙ୍କ ନାମରେ ମାମଲା ରୁଜୁ ହୋଇଥିବା ବେଳେ ସୁନିତ ସାହୁଙ୍କୁ ଛାଡ଼ି ଦିଆଯାଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଗଁଦିଆ ଅବକାରୀ ଥାନା କର୍ମଚାରୀ ମାନଙ୍କୁ ପଚାରିବାରୁ ସଠିକ ଉତ୍ତର ମିଳିପାରିନଥିଲା।
Read More News
T & CPrivacy PolicyContact Us