Install App
shantanupanda7
This browser does not support the video element.
ବଡସାହି: ଆମ୍ବଯୋଡ଼ା ଗାଁରେ କୁକୁଡ଼ା ଚୋରିକୁ କେନ୍ଦ୍ରକରି ଉଭୟପକ୍ଷଙ୍କ ଏତଲାକ୍ରମେ ପୃଥକ ମାମଲା ରୁଜୁକରି ତଦନ୍ତ ଆରମ୍ଭକଲା ବେତନଟୀ ପୁଲିସ
Barsahi, Mayurbhanj | Sep 9, 2025
ବେତନଟୀ ଉପକଣ୍ଠ ଆମ୍ବଯୋଡ଼ା ଗ୍ରାମରେ କୁକୁଡ଼ା ଚୋରିକୁ କେନ୍ଦ୍ରକରି ଅଶ୍ଳୀଳ ଭାଷାରେ ଗାଳିଗୁଲଜ, ମାରପିଟ ଏବଂ ଧମକଚମକ ଅଭିଯୋଗରେ ଉଭୟପକ୍ଷଙ୍କ ଏତଲାକ୍ରମେ ମଙ୍ଗଳବାର ରାତି ସାଢେ ଏଗାରଟାରେ ଦୁଇଟି ପୃଥକ ମାମଲା ରୁଜୁକରି ତଦନ୍ତ ଆରମ୍ଭକଲା ବେତନଟୀ ପୁଲିସ l କୁକୁଡ଼ା ଚୋରିକୁ କେନ୍ଦ୍ରକରି ଗ୍ରାମର ହାଡିବନ୍ଧୁ ବେହେରାଙ୍କ ପୁଅ ଅମୀର କୁମାର ବେହେରା ଏବଂ ଭାଗିରଥି ବେହେରାଙ୍କ ପୁଅ ନିରଞ୍ଜନ ବେହେରାଙ୍କ ମଧ୍ୟରେ ଗଣ୍ଡଗୋଳ ଉପୁଜିଥିଲା l
Share
Read More News
T & C
Privacy Policy
Contact Us
Your browser does not support JavaScript!