Download Now Banner

This browser does not support the video element.

ବୌଦ୍ଧ ସଦର: ଗଣ୍ଡିସର ଗ୍ରାମର ଜଣେ ଅଭିଯୁକ୍ତଙ୍କୁ କୋର୍ଟ ପଳାତକ ଘୋଷଣା ପରେ ସର୍ବସାଧାରଣ ସୂଚନା ଜାରି କଲା ହରଭଙ୍ଗା ପୋଲିସ

Baudh Sadar, Boudh (Bauda) | Sep 7, 2025
ରବିବାର ହରଭଙ୍ଗା ପୋଲିସ ପକ୍ଷରୁ ଏକ ମାମଲାର ଫେରାର ଅଭିଯୁକ୍ତକୁ କୋର୍ଟରେ ପଳାତକ ଘୋଷଣା କରିବା ପରେ ସର୍ବସାଧାରଣରେ ସୂଚନା ଜାରି କରାଯାଇଛି | ମିଳିଥିବା ସୂଚନା ଅନୁଯାୟୀ 2021 ମସିହା ମେ ମାସରେ ତଳଗାଁ ପଞ୍ଚାୟତ ବଡ ଭୁରୁତା ଗ୍ରାମର ଜନୈକ ଯୁବତୀଙ୍କୁ ଗଣ୍ଡିସର ଗ୍ରାମର ବେଡା ଓରଫ ଶ୍ୟlମଘନ ନାଏକ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା | ଅଭିଯୁକ୍ତ ଘଟଣା ପର ଠାରୁ ଫେରାର ଥିବା ବେଳେ କୋର୍ଟ ପଳାତକ ଘୋଷଣା କରିଛନ୍ତି |
Read More News
T & CPrivacy PolicyContact Us