This browser does not support the video element.
କେନ୍ଦ୍ରାପଡା: ଭୁଲ ଇଞ୍ଜେକ୍ସନକୁ ନେଇ ଶିଶୁ ଅସୁସ୍ଥ, ପଟାମୁଣ୍ଡାଇ ମେଡିକାଲରେ ଉତେଜନା,ଧାରଣା ଦେଇ ପ୍ରତିକ୍ରିୟା ରଖିଲେ ଶିଶୁପୁତ୍ରଙ୍କ ବାପା ସୁବତ ମଲିକ
Kendrapara, Kendrapara | Aug 28, 2025
ଭୁଲ ଇଞ୍ଜେକ୍ସନ କୁ ନେଇ ମେଡିକାଲ ରେ ଉତେଜନl,ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ମେଡିକାଲ ରେ ଉତେଜନା। ପଟ୍ଟାମୁଣ୍ଡାଇ ମାଟିଆ ଗାଁ ସୁବ୍ରତ ମଲିକ ତାଙ୍କ 4 ବର୍ଷ ର ପୁଅ ରୋହନ ଙ୍କୁ ଗତ 23 ତାରିଖ ଦିନ ଥଣ୍ଡା ଜୋର ଚିକିତ୍ସା ପାଇଁ ପଟ୍ଟାମୁଣ୍ଡାଇ ମେଡିକାଲ କୁ ଆଣିଥିଲେ ସେଠାରେ ଡାକ୍ତର ତାଙ୍କୁ ଔଷଧ ଓ ଇଞ୍ଜେକ୍ସନ ଦେଇଥିଲେ ଏହା ପରେ ହଠାତ ରୋହନ ଅସୁସ୍ଥ ହୋଇପଡ଼ିଥିଲା ପରେ ତାଙ୍କ ଦୁଇଟି ଗୋଡ଼ ତଳେ ଲାଗିନଥିଲା। ଡାକ୍ତର ଙ୍କ ଭୁଲ ଔଷଧ ଓ ଇଞ୍ଜେକ୍ସନ ଦ୍ୱାରା ତାଙ୍କ ପୁଅ ଙ୍କର ଏଭଳି ହୋଇଛି ବୋଲି ଅଭିଯୋଗ କରିଛନ୍ତି ଶିଶୁପୁତ୍ରଙ୍କ ବାପା ସୁବ୍ରତ l ଶୁଣନ୍ତୁ ପ୍ରତିକ୍ରିୟା l