Install App
reporterananda
This browser does not support the video element.
ଢେଙ୍କାନାଳ ସଦର: ଯୋରନ୍ଦା ଠାରେ ମହିମାଗାଦି ବିକାଶ କାର୍ଯ୍ୟରେ ନିୟୋଜିତ ଜେସିବି ମେସିନ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ଅପରେଟର
Dhenkanal Sadar, Dhenkanal | Aug 15, 2025
ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଠାରେ ମହିମାଗାଦି ବିକାଶ କାର୍ଯ୍ୟରେ ନିୟୋଜିତ ଜେସିବି ମେସିନ ଅସ୍ଥାୟୀ କାର୍ଯ୍ୟାଳୟ ରାସ୍ତା ସଫା କରୁଥିବା ସମୟରେ ଆଜି ତା ୧୫।୮ ରିଖ ପୂର୍ବାହ୍ନ ୧୧ଘଣ୍ଟା ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଜେସିବିଟି ଅଫିସ କାନ୍ଥରେ ଧକ୍କା ଦେବାରୁ କାନ୍ଥ ଭାଙ୍ଗି ଯିବା ଫଳରେ ଛାତଟି ଜେସିବି ଉପରେ ମାଡ଼ି ବସିଛି । ଜେସିବିଟି କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ସୈ।ଭାଗ୍ୟକୁ ଜେସିବି ଅପରେଟର ବର୍ତ୍ତି ଯାଇଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!