Download Now Banner

This browser does not support the video element.

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ଇବଭେଲି କ୍ଷେତ୍ରରେ କ୍ଷେତ୍ରୀୟ ମହା ପ୍ରବନ୍ଧକ କାର୍ଯ୍ୟାଳୟରେ ଭାରତୀୟ ମଜଦୁର ସଙ୍ଘ ପକ୍ଷରୁ ଧାରଣା ଦିଆଯାଇଛି

Jharsuguda, Jharsuguda | Sep 12, 2025
ଝାରସୁଗୁଡା ଜିଲ୍ଲା ଇବ ଭେଲି କ୍ଷେତ୍ରରେ କ୍ଷେତ୍ରୀୟ ମହା ପ୍ରବନ୍ଧକ କାର୍ଯ୍ୟାଳୟରେ ଭାରତୀୟ ମଜଦୁର ସଙ୍ଘ ପକ୍ଷରୁ ଧାରଣା ଦିଆଯାଇଛି l ୮ ଦଫା ଦାବିରେ ଆଜି ଶୁକ୍ରବାର ପୂର୍ବାହ୍ନ ୧୦ ଟା ରୁ ଅପରାହ୍ନ ପ୍ରାୟ ୨ ଟା ଯାଏଁ ଏହି ଧାରଣା ଦିଆଯାଇଛି l ଠିକା କର୍ମଚାରୀ ଙ୍କୁ ଏଚପିସି ଦରମା, ସିଏମପିଏଫ ରେ ଶତପ୍ରତିଶତ ଅନଲାଇନ ପ୍ରଣାଳୀ କାର୍ଯ୍ୟକାରୀ, ଦୁର୍ଘଟଣା ରୋକିବା ପାଇଁ ପଦକ୍ଷେପ, ପ୍ରଦୂଷଣ ରୋକିବା ପାଇଁ ପଦକ୍ଷେପ ପରି ୮ ଟି ଦାବି କରି ଭାରତୀୟ ମଜଦୁର ସଙ୍ଘ ପକ୍ଷରୁ ଏହି ଧାରଣା ପ୍ରଦର୍ଶନ କରାଯାଇଛି l
Read More News
T & CPrivacy PolicyContact Us