Install App
ganesh35991
This browser does not support the video element.
କବିସୂର୍ଯ୍ୟନଗର: କବିସୂର୍ଯ୍ୟନଗର ସହର ପିଏମ ଶ୍ରୀ ଶ୍ରୀ ମର୍ଦ୍ଧରାଜ ଉଚ୍ଚ ବିଦ୍ୟାଳୟ ପରିସରରେ ମଣ୍ଡଳ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଅଛି
Kabisuryanagar, Ganjam | Sep 11, 2025
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସହର ରେ ଥିବା ପିଏମ ଶ୍ରୀ ଶ୍ରୀ ମର୍ଦ୍ଧରାଜ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି କବିସୂର୍ଯ୍ୟନଗର ମଣ୍ଡଳ ସ୍ତରୀୟ କ୍ରୀଡା ପ୍ରତିଯୋଗିତା. ଏହି କାର୍ଯ୍ୟକ୍ରମ କବିସୂର୍ଯ୍ୟନଗର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଭିମନ୍ୟୁ ସାହୁ ଅଧ୍ୟକ୍ଷତା କରିଥିବା ବେଳେ ଉଦ୍ଧଘାଟକ ଭାବେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ସ୍ଥାନୀୟ ତହସିଲଦାର ପ୍ରମୁଖ ଯୋଗଦେଇ ଥିଲେ.
Share
Read More News
T & C
Privacy Policy
Contact Us
Your browser does not support JavaScript!