This browser does not support the video element.
କେନ୍ଦ୍ରାପଡା: ରାଜକନିକା କୋଇଲିପୁର ଓ କାଟଣାବଣିଆ ସେଲଟର ସେଣ୍ଟରରେ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରଶିକ୍ଷଣ ଓ ସଚେତନତା କାର୍ଯ୍ୟକ୍ରମ#operation sindoor
Kendrapara, Kendrapara | May 7, 2025
ସମ୍ଭାବ୍ୟ ଯୁଧ୍ୟକୁ ନେଇ ଓଡ଼ିଶାରେ ତିନ କାଟାଗୋରି ଜରିଆରେ ସହରାଞ୍ଚଳ ଓ ଉପକୁଲବର୍ତ୍ତୀ ଅଞ୍ଚଳ ଭଳି ମୁଖ୍ୟ ଜାଗା ମାନଙ୍କରେ ମଗଡ୍ରିଲ ମାଧ୍ୟମରେ ଲୋକେ ଯୁଧ୍ୟ ସମୟରେ ଭୟଭୀତ ନ ହୋଇ କେମିତି ନିଜକୁ ସୁରକ୍ଷା ଦେବା ସହିତ ଅନ୍ୟ ମାନଙ୍କ ଜୀବନକୁ ସୁରକ୍ଷା ଦେବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଆଜି ଅପରାହ୍ନ ୪ଟା ସମୟରେ ସଚେତନତା କାର୍ଯ୍ୟକ୍ରମ ରହିଥିବା ବେଳେ କାଟାଗୋରି ତିନ ଭିତରେ କେନ୍ଦ୍ରାପଡା ଜିଲ୍ଲା ଥିବାବେଳେ କେନ୍ଦ୍ରାପଡା ଜିଲାର ରାଜକନିକା ବ୍ଲକରେ କୋଇଲିପୁର ଓ କାଟଣାବଣିଆ ସେଲଟର ସେଣ୍ଟରରେ ବ୍ଲକ ପ୍ରଶାସନ ପକ୍ଷରୁ ଜନସାଧାରଣ ମାନଙ୍କୁ ନେଇ ପ୍ରଶିକ୍ଷଣ ଓ ସଚେତନ କରାଯାଇଛ