This browser does not support the video element.
ଧର୍ମଗଡ: ଲଗାଣ ବର୍ଷା ପ୍ରଭାବ କସାବାହୀ ଠାରେ ଭୁଷୁଡିଲା ବିଧବଙ୍କ ଘର, ସହାୟତା ପାଇଁ ବିଡ଼ିଓଙ୍କ ଦ୍ବାରସ୍ଥ
Dharamgarh, Kalahandi | Oct 10, 2025
ଗତ କିଛି ଦିନ ଧରି ଲାଗି ରହିଥିଲା ଲଗାଣ ବର୍ଷା। ଏହି ଲଗାଣ ବର୍ଷା ଯୋଗୁଁ କସାବାହୀ ଗ୍ରାମର କାଳେନ୍ଦ୍ରୀ ସୁନାନୀ ନାମକ ଜନୈକ ବିଧବାଙ୍କ ଘର ଦବିଯାଇ କାନ୍ଥରେ ଫାଟ ସୃଷ୍ଟି ହେଇଥିଲା। ଆଜି ଶୁକ୍ରବାର ଉକ୍ତ ଘରଟି ଭୁଷୁଡି ଯାଇଛି। ଯା଼ହାରି ଫଳରେ ମହିଳା ଜଣକ ନିଜ ୩ ନାବାଳକ ସନ୍ତାନକୁ ନେଇ ଅସହାୟ। ତେଣୁ ସରକାରୀ ସହାୟତା ପାଇଁ ଶୁକ୍ରବାର ଅପରାହ୍ନରେ ବିଡ଼ିଓ ବିଜୟ କୁମାର ମାଣ୍ଡାଙ୍ଗିଙ୍କୁ ସାକ୍ଷାତ କରି ସହାୟତା ପାଇଁ ନିବେଦନ କରିଛି।