Download Now Banner

This browser does not support the video element.

କାମାକ୍ଷାନଗର: ଭୁବନ ପଳାଶପିଠିଆରେ ଗୁରୁବାର ୪ଟାରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ଉପସ୍ଥିତ ରହିଲେ ବିଧାୟକ ଶତୃଘନ ଜେନା

Kamakshyanagar, Dhenkanal | Aug 28, 2025
ଭୁବନ ପଳାଶପିଠିଆରେ ଗୁରୁବାର ୪ଟାରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ଉପସ୍ଥିତ ରହିଲେ ବିଧାୟକ ଶତୃଘନ ଜେନା ।ଢେଙ୍କାନାଳ ଜିଲା ଭୁବନ ବ୍ଲକ ପଳାଶପିଠିଆ ଗାଁରେ ଗୁରୁବାର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି ଏଠାରେ କାମାକ୍ଷାନଗର ବିଧାୟକ ଶତ୍ରୁଘନ ଜେନା ଉପସ୍ଥିତ ରହିଥିବା ବେଳେ ଅନ୍ୟଦଳ ଛାଡି ଲୋକମାନେ ବିଜେପିରେ ମିସିଲେ ।
Read More News
T & CPrivacy PolicyContact Us