Download Now Banner

This browser does not support the video element.

ତଲସରା: ଝଣ୍ଡେଲବୁଡ଼ ସଫେଇ ନାଳ ରେ ଟିପର ସହ ଚାଳକ ଭାସି ଯିବା ଘଟଣା ସଂଧ୍ୟା ସାଢେ଼ ଛଅଟା ରେ ସର୍ଚ୍ଚ ଅପରେସନ ବନ୍ଦ କଲା ଦମକଳ ବାହିନୀ

Talasara, Sundargarh | Aug 26, 2025
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ଥାନା ଅନ୍ତର୍ଗତ ଝଣ୍ଡେଲବୁଡ଼ ନିକଟରେ ସଫେଇ ନାଳରେ ଟିପର ସହ ଚାଳକ ଭାସିଯାଇ ନିଖୋଜ ରହିଥିବା ଘଟଣା ରେ ଆଜି ଦିନ ସାରା ବଡ଼ଗାଁ ପୋଲିସ ବଡ଼ଗାଁ ଦମକଳ ବାହିନୀ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି। ତେବେ ସଂଧ୍ୟା ସୁଧା କୈାଣସି ସନ୍ଧାନ ମିଳିନାହିଁ ଯାହା ଫଳରେ ଆଜି ପାଇଁ ସର୍ଚ୍ଚ ଅପରେସନ ବନ୍ଦ କରାଯାଇଛି। ବଡ଼ଗାଁ ତହସିଲଦାର ଙ୍କର ଉପସ୍ଥିତିରେ ଏହି ସର୍ଚ୍ଚ ଅପରେସନ ଚାଲିଥିଲା।
Read More News
T & CPrivacy PolicyContact Us