Download Now Banner

This browser does not support the video element.

ନର୍ଲା: ନର୍ଲା ଅଞ୍ଚଳ ରେ ୟୁରିଆ ସାର ର ଅଭାବ, ଚିନ୍ତା ରେ ଚାଷୀ

Narala, Kalahandi | Sep 6, 2025
ନର୍ଲା ଅଞ୍ଚଳ ରେ ୟୁରିଆ ସାର ର ଅଭାବ, ଚିନ୍ତା ରେ ଚାଷୀ କିଛି ଦିନ ହେଲା ରାଜ୍ୟ ରେ ୟୁରିଆ ସାର ର ଅଭାବ୍ ଦେଖା ଯାଇ ଥିଲା ସେଥିପାଇଁ ଚାଷୀ କୁଳ ତଳି ରୁଆ ଓ ବେଉଷଣ ପରେ ଆଉ ନିୟମ ଅନୁସାରେ ସାର ଦେଇ ପାରି ନାହାନ୍ତି। ଆଜି କାଲି ଅଧିକ ଅମଳ ପାଇଁ ଆଧୁନିକ ପଦ୍ଧତି ରେ ଚାଷ କରୁଛନ୍ତି ଚାଷୀ ସେଥିପାଇଁ କପା ଚାଷ ହେଉ ଅବା ଧାନ, ୟୁରିଆ ସାର ର ଅଧିକ ଆବଶ୍ୟକ ପଡ଼ି ଥାଏ ,କାହିଁକି ନା ବର୍ତ୍ତମାନ କପା କଢ଼ ସହିତ ଫୁଲ ଫୁଟିବା ସମୟ ଓ କିଛି କମ୍ ଦିନରେ ଅମଳ ହେଉଥିବା ଧାନର କେଣ୍ଡା ବାହାରିବା ସମୟ ସେଥିପାଇଁ ସାର ର ଆବଶ୍ୟକତା ଅଧିକ ପଡ଼ିଥାଏ।
Read More News
T & CPrivacy PolicyContact Us