This browser does not support the video element.
ନୂଆପଡା: ନୂଆପଡ଼ା ଠାରେ ୨ ଜଣ ମନ୍ତ୍ରୀଙ୍କୁ ସାକ୍ଷାତ କରି ବିପୁଳ ସ୍ବାଗତ ଜଣାଇଲେ ଖଡ଼ିଆଳ ବିଜେପି କାର୍ଯ୍ୟକର୍ତ୍ତା
Nuapada, Nuapada | Sep 8, 2025
ଆଜି ୧୨ ଟାରେ ନୂଆପଡା ସର୍କିଟ ହାଉସ ଠାରେ ୨ ଜଣ କ୍ୟାବିନେଟ ମନ୍ତ୍ରୀ ରବି ନାରାୟଣ ନାୟକ ଓ ନିତ୍ୟାନନ୍ଦ ଗଣ୍ଡଙ୍କୁ ଖଡିଆଳ ବିଜେପି କାର୍ଯ୍ୟକର୍ତ୍ତା ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରି ଅଞ୍ଚଳର ସମସ୍ୟା ଜଣାଇଥିଲେ। ଏହି ସମୟରେ ପୂର୍ବତନ ସାଂସଦ ବସନ୍ତ ପଣ୍ଡା , ବିଜେପି ଜିଲ୍ଲା ସଭାପତି କମଲେଶ୍ ଦିକ୍ଷୀତ, ପୁର୍ବତନ ଜିଲ୍ଳା ସଭାପତି ସୁବ୍ରତ ଠାକୁର୍ , ବିଜେପି ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ଅଜିତ୍ କିଶୋର ଚଲାନ, ମଣ୍ଡଳ ସଭାପତି ପୁସ୍ତମ ମସ୍ରା, କୃତିବାସ ତେଜି ଓ କୁମ୍ଭ ବାଗ, ଲୀଲୁ ବେହେରା , ପ୍ରଦୀପ ନାୟକ, ଲବ ରଣା ଓ ଶତାଧିକ ବିଜେପି କର୍ମୀ ଉପସ୍ଥିତ ଥିଲେ ।