Download Now Banner

This browser does not support the video element.

ରାଜଗାଙ୍ଗପୁର: ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ କାରଖାନା ଗେଟ ସମ୍ମୁଖରେ ଧାରଣା

Rajagangapur, Sundargarh | Sep 23, 2025
ରାଜଗାଙ୍ଗପୁର ସ୍ଥିତ ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ କାରଖାନା ପକ୍ଷରୁ ଆକ୍ରୋଶମୂଳକ ଭାବେ ପ୍ରତିମା ସାହୁ ଙ୍କର ଦୁଇ ଗୋଟି ଗାଡ଼ି କୁ ବ୍ଳାକ ଲିଷ୍ଟ କରିଦେବା ବିରୋଧ ରେ ଆଜି ପ୍ରତିମା ସାହୁ ଦୁଇ ନମ୍ବର ଗେଟ ସମ୍ମୁଖରେ ଧାରଣା ଦେଇଥିଲେ। ଏହି ଧାରଣାରେ ରାଜଗାଙ୍ଗପୁର ଟ୍ରକ ମାଲିକ ସଂଘ ସମର୍ଥନ ଜଣାଇଛନ୍ତି। ଏହି ଧାରଣାରେ ରାଜଗାଙ୍ଗପୁର ଟ୍ରକ ମାଲିକ ସଂଘ ର ଶତାଧିକ ସଦସ୍ୟ ମାନେ ଅଂଶଗ୍ରହଣ କରିଥିଲେ।
Read More News
T & CPrivacy PolicyContact Us