Download Now Banner

This browser does not support the video element.

ସୁନ୍ଦରଗଡ ସହର: ସମ୍ବଲ ପୁର ଜିଲ୍ଲାର ଜଣେ ମଦ୍ୟପ ବାଇକ ଚାଳକ ଧରୁଆ ଡିହି ପୋଲିସ ଦ୍ବାରା କୁଲଟା ନିକଟରୁ ଗିରଫ, ବାଇକ ଜବତ

Sundargarh Town, Sundargarh | Sep 28, 2025
ଆଜି ସେପ୍ଟେମ୍ୱର 28 ତାରିଖ ରବିବାର ରାତି 8: 30 ପାଖାପାଖି ସମୟରେ ଏହି ମଦ୍ୟପ ବାଇକ ଚାଳକ ଧରୁଆ ଡିହି ପୋଲିସ ଦ୍ବାରା ଗିରଫ ହୋଇଛି। ଧରୁଆ ଡିହି ପୋଲିସ କୁଲଟା ଅଞ୍ଚଳରେ ନାଇଟ ପାଟ୍ରୋଲିଂ କରୁଥିବା ଏହି ମଦ୍ୟପ ଚାଳକ ପୋଲିସ ନଜରକୁ ଆସିଥିଲା। ପୋଲିସ ତା ନିକଟରୁ ବାଇକ OD -15AA-6106 ଜବତ କରିବା ସହ ମାତାଲ ଚାଳକକୁ ଗିରଫ କରିଛନ୍ତି। ଗିରଫ ମାତାଲ ଚାଳକ ହେଲା - ଲିଙ୍ଗ ମାହାର ଓ ତା ଘର ସମ୍ବଲପୁର ଜିଲ୍ଲା ଗୋବିନ୍ଦ ପୁର ଥାନା ଅନ୍ତର୍ଗତ ଗରଡେଗା ବୋଲି ପୋଲିସ ତାଙ୍କ ତଦନ୍ତରେ କହିଛନ୍ତି। ଏ ନେଇ ଧରୁଆ ଡିହି ଥାନା କେଶ ନମ୍ବର 187 ରେ ଏକ ମାମଲା ରୁଜ୍ଜୁ ହୋଇଛି।
Read More News
T & CPrivacy PolicyContact Us