This browser does not support the video element.
ପାରଳାଖେମୁଣ୍ଡି: କାଶୀନଗର ବ୍ଲକର ବିଭିନ୍ନ ସମସ୍ୟା ଓ ବିକାଶ ମୂଳକ କାର୍ଯ୍ୟ ଉପରେ ଆଲୋଚନା କଲେ ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ
Paralakhemundi, Gajapati | Aug 22, 2025
କାଶୀନଗର ବ୍ଲକର ବିଭିନ୍ନ ସମସ୍ୟା ଓ ବିକାଶ ମୂଳକ କାର୍ଯ୍ୟ ଉପରେ ଆଲୋଚନା କଲେ ପାରଳା ବିଧାୟକ। ଗଜପତି ଜିଲ୍ଲା କାଶୀନଗର ବ୍ଲକର ବିଭିନ୍ନ ପଞ୍ଚାୟତ ଲୋକ ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି ପାରଳା ବିଧାୟକ ରୁପେଶ୍ ପାଣିଗ୍ରାହୀ। ଏହି ଆଲୋଚନା ସମୟର ବିଧାୟକଙ୍କ ସହ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗାବରା ତିରୁପତି ରାଓ, ବ୍ଲକ ଅଧ୍ୟକ୍ଷା ବାଲା ସାୟାମ୍ମା ଓ ସମସ୍ତ ସରପଞ୍ଚ ସମିତି ଉପସ୍ଥିତ ହୋଇ ବିଭିନ୍ନ ବିଷୟରେ ବିସ୍ମୃତ ଆଲୋଚନା କରିଥିଲେ। ଉକ୍ତ ଆଲୋଚନରେ ବିଭିନ୍ନ ପଞ୍ଚାୟତର ବିକାଶ ମୂଳକ କାର୍ଯ୍ୟ କିପରି ଚାଲିଛି , ଗ୍ରାମ ଗୁଡ଼ିକ ରାସ୍ତା ମରାମତି, ସ୍ବାସ୍ଥ୍ୟ, ଶିକ୍ଷା ଓ କୃଷି ଉ