Download Now Banner

This browser does not support the video element.

ମୋହନା: ଚାନ୍ଦିପୁଟ ଗ୍ରାମ ର କଲେଜ ସହ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗଣେଶ ପୂଜା ପାଳନ

Mohana, Gajapati | Aug 27, 2025
ଚାନ୍ଦିପୁଟ ଗ୍ରାମ ର କଲେଜ ସହ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗଣେଶ ପୂଜା ପାଳନ।ଆଜି ହେଉଛି ଗଣେଶ ଚତୁର୍ଥୀ । ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା। ଗଣପତିଙ୍କ ପୂଜାର୍ଚ୍ଚନା ଲାଗି ଚଳଚଞ୍ଚଳ ପୁରପଲ୍ଲୀ। ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲା ମୋହନା ବ୍ଲକ ଚାନ୍ଦିପୁଟ ଇନ୍ଦିରା ମେମୋରିଆଲ କଲେଜ ସହ ଗ୍ରାମର ବିଭିନ୍ନ ଶିକ୍ଷାନୁଷ୍ଠାନ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନ ଏବଂ ମଣ୍ଡପରେ ପୂଜା ପାଉଛନ୍ତି ଗଣେଶ। ଯାହାକୁ ନେଇ ଆଜି ଦିନ ୧୨ ଘଣ୍ଟ ସମୟରେ
Read More News
T & CPrivacy PolicyContact Us