This browser does not support the video element.
ତଲସରା: ତେଲିଘନା ଆମ୍ବ ବଗିଚା ରେ ମାଲିକ ଛାଡ଼ି ଯାଇଥିବା ଅସୁସ୍ଥ ଓଟ ର ମୃତ୍ୟୁ
Talasara, Sundargarh | Aug 24, 2025
ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ଥାନା ଅନ୍ତର୍ଗତ ତେଲିଘନା ଆମ୍ବ ବଗିଚା ରେ ଏକ ଅସୁସ୍ଥ ତଥା ଵୃଦ୍ଧ ଓଟକୁ ମାଲିକ ଛାଡ଼ି ପଳାଇ ଥିବା ବେଳେ ଉକ୍ତ ଓଟର ଆଜି ମୃତ୍ୟୁ ଘଟିଛି। ଏହି ଘଟଣା ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚର୍ଚ୍ଚା ର ବିଷୟ ପାଲଟିଛି। ଏହି ଘଟଣା କୁ ନେଇ ସ୍ଥାନୀୟ ଅଞ୍ଚଳରେ ମଣିଷର ମାନବିକତା ମରି ଗଲାଣି ବୋଲି ଆଲୋଚନା ହେଉଛି।