Download Now Banner

This browser does not support the video element.

ଫୁଲବାଣୀ ସହର: ଫିରିଙ୍ଗିଆ ସ୍ଥିତ ବିଜୁ କଲ୍ୟାଣ ମଣ୍ଡପରେ ଓଡ଼ିଶା ଶିଳ୍ପୀ ମହାସଂଘ ପକ୍ଷରୁ କନ୍ଧମାଳ ଜିଲ୍ଲା କାରିଗର ସମାବେଶ ଅନୁଷ୍ଠିତ

Phulabani Town, Kandhamal | May 13, 2024
ଓଡ଼ିଶା ଶିଳ୍ପୀ ମହାସଂଘ ପକ୍ଷରୁ କନ୍ଧମାଳ ଜିଲ୍ଲା କାରିଗର ସମାବେଶ ବିଜୁ କଲ୍ୟାଣ ମଣ୍ଡପ ଫିରିଙ୍ଗିଆରେ ସୋମବାର ଦିନ ଦିବା ୧୨ଘଣ୍ଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି।ଏହି ସମାବେଶରେ ମୁଖ୍ୟ ଅତିଥି ଭାବେ ପଦ୍ମବିଭୂଷଣ ସୁଦର୍ଶନ ସାହୁ ଯୋଗଦେଇ ଓଡ଼ିଶା ଶିଳ୍ପୀ ମହାସଂଘର ସୁଦୀର୍ଘ ଲଢ଼େଇର ସ୍ମୃତିଚାରଣ କରିବା ସହ ଗୋଟିଏ ଛାତ ତଳେ ଏକାଠି ହୋଇ ଲଢେ଼ଇ ଜାରି ରଖିବାକୁ ଉପସ୍ଥିତ ହସ୍ତଶିଳ୍ପୀ ଓ ବୁଣାକାରଙ୍କୁ ଅନୁରୋଧ କରିଥିଲେ।
Read More News
T & CPrivacy PolicyContact Us