Download Now Banner

This browser does not support the video element.

ପାରଳାଖେମୁଣ୍ଡି: ରାଜ୍ଯ ଖାଦ୍ୟ ଆୟୋଗ ସଦସ୍ୟଙ୍କ ଗୁମ୍ମା ବ୍ଲକ ପରିଦର୍ଶନ

Paralakhemundi, Gajapati | Sep 2, 2025
ରାଜ୍ଯ ଖାଦ୍ୟ ଆୟୋଗ ସଦସ୍ୟଙ୍କ ଗୁମ୍ମା ବ୍ଲକ ପରିଦର୍ଶନ । ଆଜି ଗଜପତି ଜିଲ୍ଲାରେ ଓଡ଼ିଶା ସରକାରଙ୍କ ଖାଦ୍ୟ ଆୟୋଗ ସଦସ୍ୟ ଶ୍ରୀଯୁକ୍ତ ପ୍ରିୟବ୍ରତ ସାମନ୍ତରାୟ, ଶ୍ରୀ ଅକ୍ଷୟ କୁମାର ବେହେରା ଓ ଶ୍ରୀ ଦୟାନିଧି ଦାଶ ଗୁମ୍ମା ବ୍ଲକ ପରିଦର୍ଶନ କରି ଅନୁକୁଣ୍ଡାଗୁଡା ଅଙ୍ଗନୱାଡ଼ି କେନ୍ଦ୍ର, ଆଶ୍ରମ ବିଦ୍ୟାଳୟ, ବାରେଙ୍ଗସିଂ ର ଅଙ୍ଗନବାଡ଼ି କେନ୍ଦ୍ର,ଭୂବନି ର ସରକାରୀ ଉଚ୍ଚ ବିଦ୍ୟାଳୟ, ସେରୋଙ୍ଗର ଛତୁଆ ତିଆରି ସେଣ୍ଟର ଓ ତୁମୁଲା ଗ୍ରାମ ପରିଦର୍ଶନ କରି ଖାଦ୍ୟ ନିରାପତ୍ତା ଏଵଂ ଉନ୍ନତ ମାନର ଖାଦ୍ୟ ସରକାରଙ୍କ ଦ୍ଵାରା ଜାତୀୟ ଖାଦ୍ୟ ନିରାପତ୍ତା ଆଇନ୍ ଓ ରାଜ୍ଯ ଖାଦ୍ୟ ନିରାପତ୍ତା ଯୋଜନ
Read More News
T & CPrivacy PolicyContact Us