Download Now Banner

This browser does not support the video element.

ଦେବଗଡ: ସ୍ଥାନୀୟ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ପ୍ରେସମିଟ, ଜିଲ୍ଲା ବାସୀଙ୍କ ସ୍ୱାସ୍ଥ୍ୟ ସହିତ ସରକାର ଖେଳୁଥିବା କଂଗ୍ରେସର ଅଭିଯୋଗ

Debagarh, Debagarh (Deogarh) | Oct 9, 2025
ଲୋକଙ୍କ ସ୍ୱାସ୍ଥ୍ୟ ସହିତ ସରକାର ଖେଳ ଖେଳୁଛନ୍ତି । ଦେବଗଡ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ସମ୍ପୁର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ସାମାନ୍ୟ ଚିକିତ୍ସା ପାଇଁ ଲୋକ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଦେବଗଡ ଜିଲାବାସୀଙ୍କ ପାଇଁ ଏହା ଅସହ୍ୟ ହୋଇ ପଡିଥିବା ବେଳେ ଆସନ୍ତା ଏକ ସପ୍ତାହ ମଧ୍ୟରେ ସମାଧାନ ନହେଲେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଆଜି ସନ୍ଧ୍ୟା୬ ଟାରେ ସ୍ଥାନୀୟ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦିଆଯାଇଛି ।
Read More News
T & CPrivacy PolicyContact Us