Download Now Banner

This browser does not support the video element.

ପାରଳାଖେମୁଣ୍ଡି: ଶିଆଳି ପଞ୍ଚାୟତ କାର୍ଯ୍ୟାଳୟ ଠାରେ ୟୁରିଆ ସାର ଅଭାବକୁ ନେଇ ପାରଳା ବିଧାୟକ ଙ୍କ ଆଲୋଚନା।

Paralakhemundi, Gajapati | Sep 2, 2025
ଶିଆଳି ପଞ୍ଚାୟତ କାର୍ଯ୍ୟାଳୟ ଠାରେ ୟୁରିଆ ସାର ଅଭାବକୁ ନେଇ ପାରଳା ବିଧାୟକ ଙ୍କ ଆଲୋଚନା। ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଶିଆଳି ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆଜି ୟୁରିଆ ସାର ଅଭାବକୁ ନେଇ ଏକ ଆଲୋଚନା ହୋଇଥିବା ସୂଚନା ରହିଛି। ଗତ କିଛି ବର୍ଷ ହେବ ରାଜ୍ୟ ତଥା ଗଜପତି ଜିଲ୍ଲାରେ ୟୁରିଆ ସାର ଅଭାବ ରୁ ଚାଷୀ ମାନେ ଫସଲ କରିବା ନେଇ ଅସୁବିଧା ସମ୍ମୁଖୀନ ହେଉଥିବା ବେଳେ ଆଜି ପାରଳା ବିଧାୟକ ରୁପେସ ପାଣିଗ୍ରାହୀ ଶିଆଳି ପଞ୍ଚାୟତ କାର୍ଯ୍ୟାଳୟ ଠାରେ କିଛି ଚାଷୀ ଏଵଂ ନେତାଙ୍କ ସହ ଆଲୋଚନା କରିଥିଲେ। ଏଥି ସହ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସ
Read More News
T & CPrivacy PolicyContact Us