Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଭୁବନେଶ୍ୱରରେ ସତ୍ୟ ନଗର ଶ୍ମଶାନର ପୁନଃବିକାଶ କାର୍ଯ୍ୟ ସମୀକ୍ଷା କଲେ ଭୁବନେଶ୍ୱର ମେୟର ସୁଲୋଚନା ଦାସ

Bhubaneswar M Corp, Khordha | Sep 2, 2025
ଭୁବନେଶ୍ୱରରେ ସତ୍ୟ ନଗର ଶ୍ମଶାନର ପୁନଃବିକାଶ କାର୍ଯ୍ୟ ଜୋରସୋରରେ ଚାଲିଛି। ମଙ୍ଗଳବାର ଭୁବନେଶ୍ୱର ମେୟର ସୁଲୋଚନା ଦାସ ଏହାର ସ୍ଥିତି ପରଖିଛନ୍ତି | ସୂଚନା ଅନୁସାରେ ସ୍ଥାନୀୟ କର୍ପୋରେଟର ଏବଂ ଟିମ ବିଏମସି ଅଧିକାରୀଙ୍କ ସହିତ ଗ୍ୟାସ ଆଧାରିତ ଏବଂ ପାରମ୍ପରିକ ଶବଦାହ ସୁବିଧା, ଶୌଚାଳୟ ଏବଂ ବିଦ୍ୟମାନ ପୋଖରୀର ପୁନରୁଦ୍ଧାର କାର୍ଯ୍ୟ ସମୀକ୍ଷା କରିବା ପାଇଁ ଭୂମି ପରିଦର୍ଶନ କରିଛନ୍ତି ମେୟର ।
Read More News
T & CPrivacy PolicyContact Us