Install App
rabindra.mishra744
This browser does not support the video element.
ଲାଞ୍ଜିଗଡ: କର୍ଲାପାଟ ଅଭୟାରଣ୍ୟ ଅଧିନସ୍ଥ ତେତେଲପଦର ଠାରେ ବାରହା ପଲ ଦ୍ବାରା ଚାଷ ନଷ୍ଟ ନେଇ ଚାଷୀଙ୍କ ପ୍ରତିକ୍ରିୟା
Lanjigarh, Kalahandi | Sep 11, 2025
କଳାହାଣ୍ଡି ଦକ୍ଷିଣ ବନ ଖଣ୍ଡ ଅଧିନସ୍ଥ କର୍ଲାପାଟ ଅଭୟାରଣ୍ୟ ଇଲାକାରେ ବୃଦ୍ଧି ପାଉଛି ବନ୍ୟ ଜନ୍ତୁଙ୍କ ପ୍ରାଦୁର୍ଭାବ। ବିଶେଷ କରି ଚାଷ ଜମିର ଚାଷ ସବୁ ଜଙ୍ଗଲି ଜନ୍ତୁଙ୍କ ଦ୍ବାରା ନଷ୍ଟ ହେଉଛି। ବାରହା ପଲ ଦ୍ବାରା ତେନ୍ତୁଳି ପଦର ଗ୍ରାମର ଚାଷୀ ଜମା ମାଝୀଙ୍କ ଅମଳ ହେବାକୁ ଥିଵା ଧାନ ଚାଷକୁ ନଷ୍ଟ କରିଦେଇଥିବା ନେଇ ଗୁରୁବାର ଅପରାହ୍ନରେ ପ୍ରତିକ୍ରିୟା ରଖିଛନ୍ତି।
Share
Read More News
T & C
Privacy Policy
Contact Us
Your browser does not support JavaScript!