Install App
harishbhoi
This browser does not support the video element.
ଅମ୍ବାଭୋନା: ଅମ୍ବାଭୋନା ପଂଚାୟତ ହାଇସ୍କୁଲରେ ଆଜି ଗତ ଶିକ୍ଷାବର୍ଷରେ HSC ପରୀକ୍ଷାରେ ଟପ୍ପର ହୋଇଥିବା ଛାତ୍ରଛାତ୍ରୀଙ୍କୁ ABEO ଙ୍କ ଉପସ୍ଥିତିରେ ସମ୍ମାନିତ
Ambabhona, Bargarh (Baragarh) | Sep 10, 2025
ଅମ୍ବାଭୋନା ABEO ଶ୍ରୀଯୁକ୍ତ ଲାଲମୋହନ ସିଂ ଙ୍କ ଅଧ୍ୟକ୍ଷତାରେ ପଂଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ଅମ୍ବାଭୋନା ଠାରେ ଆଜି ପାଖାପାଖି 2 PM ରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ଓଡ଼ିଆ ଶିକ୍ଷକ ଶ୍ରୀ ବିଜୟ ଧନଗୌଡ ଓ ଗତ ଶିକ୍ଷାବର୍ଷରେ HSC ପରୀକ୍ଷାର ଅରୁଣ ପଟେଲ ଓ କ୍ରିଷ୍ନା ନାୟକ ଉଭୟେ ଶତ ପ୍ରତିଶତ ଶତ ପ୍ରତିଶତ ନମ୍ବର ରଖି ବ୍ଲକରେ ଟପ୍ପର ହୋଇଥିବାରୁ ଆଜି ଅପରାହ୍ନ 2 PM ରେ ଉପଢୌକନ , ମେମେଣ୍ଟୋ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା ।
Share
Read More News
T & C
Privacy Policy
Contact Us
Your browser does not support JavaScript!