This browser does not support the video element.
ଝାରସୁଗୁଡା: କନକତୋରା କାଳୀ ମନ୍ଦିର ନିକଟରୁ ଗୋଚାଲାଣ କରୁଥିବା ପିକଅପ ଜବତ କଲା ରେଙ୍ଗାଲି ପୋଲିସ
Jharsuguda, Jharsuguda | Aug 23, 2025
ଜତାୟ ରାଜପଥ -୪୯ ଝାରସୁଗୁଡା ଜିଲ୍ଲା କନକତୋରା କାଳୀ ମନ୍ଦିର ନିକଟରୁ ଗୋଚାଲାଣ କରୁଥିବା ପିକଅପ ଜବତ କରିଛି ରେଙ୍ଗାଲି ପୋଲିସ l ପିକଅପ ରୁ ୬ ଟି ଗୋରୁ ଙ୍କୁ ଉଦ୍ଧାର ମଧ୍ୟ କରିଛି l ସୂଚନା ଅନୁଯାୟୀ ଆଜି ଶନିବାର ଭୋର ରେ ଏହି ଗୋଚାଲାଣ କାରି ମାନେ ପିକଅପ ରେ ଗୋରୁ ନେଇ କନକତୋରା ପଟୁ ଝାରସୁଗୁଡା ପଟକୁ ଆସୁଥିବବେଳେ କନକତୋରା କାଳୀ ମନ୍ଦିର ନିକଟରେ ରେଙ୍ଗାଲି ପୋଲିସ ପେଟ୍ରିଲିଙ୍ଗ କରୁଥିବା ଦେଖି ଗୋରୁ ସହ ପିକ ଅପ ଗାଡି ଛାଡି ଫେରାର ମାରିଥିଲେ l