This browser does not support the video element.
ସୋରଡା: ସୋରଡ଼ା ନିର୍ବାଚନ ମଣ୍ଡଳୀର ବେଲଗୁଣ୍ଠା ପଞ୍ଚାୟତ ସମିତି କାର୍ଯ୍ୟଳୟ ରେ ସରକାରୀ ସହାୟତା ପ୍ରଦାନ ସମାରୋହ ରେ ଯୋଗଦେଲେ ବିଧାୟକ
Surada, Ganjam | Aug 22, 2025
ଆଜି ସୋରଡ଼ା ନିର୍ବାଚନ ମଣ୍ଡଳୀର ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଇନଡୋର ଷ୍ଟାଡିଅମ ଠାରେ ମାନ୍ୟବର ସୋରଡ଼ା ବିଧାୟକ ଶ୍ରୀ ନୀଳମଣି ବିଷୋୟୀ ଯୋଗଦେଇ "ସରକାରୀ ସହାୟତା ପ୍ରଦାନ ସମାରୋହ" ରେ ୬୦୦ ଯୋଗ୍ୟହିତାଧିକାରୀଙ୍କୁ ରାଜ୍ୟ ସରକାରଙ୍କର ବିଭିନ୍ନ ବିକାଶମୂଳକ ଯୋଜନା ଅନ୍ତ୍ୟୋଦୟ ଗୃହ ଯୋଜନାରେ ପକ୍କା ଘର ନିର୍ମାଣ ପାଇଁ କାର୍ଯ୍ୟଦେଶ,ନୂତନ ରାସନକାର୍ଡ ଓ ନୂତନ ଭର୍ତ୍ତା ବଣ୍ଟନ କଲେ | ମୋହନ ସରକାରଙ୍କ ଏହି ଯୋଜନା ଗୁଡିକ ଯୋଗ୍ୟହିତାଧିକାରୀମାନେ ପାଇ ସେମାନଙ୍କ ମୌଳିକ ଆବଶ୍ୟକତାକୁ ପୂରଣ କରିବା ସହ ଜୀବନଧାରଣର ମାନ ପରିବର୍ତ୍ତନ କରିବାରେ ସହାୟକ ହେବ |