Download Now Banner

This browser does not support the video element.

ମୋହନା: ଗୁଲୁବା ଗାଁ ନିକଟସ୍ଥ ରାସ୍ତାରୁ ଗଞ୍ଜେଇ ଚୋରା ଚାଲାଣ ପୂର୍ବରୁ ୫ କୁଇଣ୍ଟାଲ ଗଞ୍ଜେଇ ଜବତ, ମାଫିଆ ଚମ୍ପଟ୍

Mohana, Gajapati | Sep 9, 2025
ଗଞ୍ଜେଇ ଚୋରା ଚାଲାଣ ପୂର୍ବରୁ ମାଡି ବସିଲା ପୋଲିସ,ଘଟଣା ସ୍ଥଳରୁ ପୋଲିସ୍ ୫ କୁଇଣ୍ଟାଲ ଗଞ୍ଜେଇ ଜବତ କରିଥିବା ବେଳେ ମାଫିଆ ଚମ୍ପଟ୍ ମାରିଛନ୍ତି l ଗଜପତି ଜିଲ୍ଲା ଅଡବା ଥାନା ଗୁଲୁବା ଗାଁ ନିକଟସ୍ଥ ରାସ୍ତା ପାଶ୍ୱର୍ରେ ମାଫିଆ ମାନେ ଗଞ୍ଜେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଅଡବା ଥାନା ପୋଲିସ ଟିମ ଚଢ଼ାଉ କରିଥିଲା।ଯାହାକୁ ନେଇ ଆଜି ସନ୍ଧ୍ୟା ୬ ଘଣ୍ଟ ସମୟରେ ମୋହନା କୋର୍ଟରେ ହାଜର କରାଯାଇଥିଲା
Read More News
T & CPrivacy PolicyContact Us