Install App
pradipta605
This browser does not support the video element.
ଜଟଣୀ: ରାମଚନ୍ଦ୍ରପୁର ବଜାରରେ ଜଟଣୀ ପ୍ରଗତି ପରିଷଦ ପକ୍ଷରୁ ଅନୁଷ୍ଠିତ ସାମାଜିକ କାର୍ଯ୍ୟକ୍ରମରେ ବିଧାୟକ ଓ ବିଜେଡି ସମ୍ପାଦକ ରଖିଲେ ପ୍ରତିକ୍ରିୟା
Jatani, Khordha | Sep 8, 2025
ଜଟଣୀ ରାମଚନ୍ଦ୍ରପୁର ବଜାର ଠାରେ ଜଟଣୀ ପ୍ରଗତି ପରିଷଦ ପକ୍ଷରୁ ଅନୁଷ୍ଠିତ ସାମାଜିକ କାର୍ଯ୍ୟକ୍ରମରେ ଜଟଣୀ ବିଧାୟକ ବିଭୁତି ଭୂଷଣ ବଳବନ୍ତରାୟ ଓ ଖୋର୍ଦ୍ଧା ଜିଲ୍ଲା ବିଜେଡି ସମ୍ପାଦକ ତଥା ପରିଷଦ କର୍ମକର୍ତ୍ତା ସନ୍ତୋଷ କୁମାର ହୋତା ରଖିଲେ ପ୍ରତିକ୍ରିୟା | ସେମାନେ ଆଜି ଅପରାହ୍ନ ସାଢେ 5 ଘଣ୍ଟିକା ସମୟରେ ପ୍ରତିକ୍ରିୟା ରଖିଛନ୍ତି |
Share
Read More News
T & C
Privacy Policy
Contact Us
Your browser does not support JavaScript!