Download Now Banner

This browser does not support the video element.

ଆସିକା: କାଳଷଣ୍ଢପୁର,ଆସିକା ବସଷ୍ଟାଣ୍ଡ ସମେତ ବହୁ ପୂଜା ମଣ୍ଡପରେ ମହାଡ଼ମ୍ବରେ ଜଗତଜନନୀ ଙ୍କ ଚାଲିଛି ପୂଜାର୍ଚନା

Asika, Ganjam | Sep 30, 2025
ପାର୍ବଣ ର ରଙ୍ଗରେ ରଙ୍ଗୀନ ହୋଇଛି ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳ l ଜଗତଜନନୀ ମା ଙ୍କ ଆଗମନ ପାଇଁ ସବିଠି ଉତ୍ସବ ମୁଖର ପରିବେଶ l ଆସିକା ର ଅଧିଷ୍ଠାତ୍ରୀ ଦେବୀ ମା ଖମ୍ବେଶ୍ବରୀ ଙ୍କ ପୀଠ ହେଉକି କରଞ୍ଜେଇ ପୀଠ ଅବା କାଳଷଣ୍ଢପୁର,ଆସିକା ବସଷ୍ଟାଣ୍ଡ, କଲେଜ ଛକ ଭଳି ଅଞ୍ଚଳର ସମସ୍ତ ପୂଜା ମଣ୍ଡପ ଗୁଡିକ ଦୁଲୁକିଉଠୁଛି l ସମସ୍ତ ଦେବୀ ପୀଠରେ ଆଜି ମହାନବମୀ ପାଳନ ହେଉଥିବା ବେଳେ ମଣ୍ଡପ ଗୁଡିକରେ ମହାଷ୍ଟମୀ ପାଳନ ହେଉଛି l ଏହାକୁ ନେଇ ଆସିକା ସୋରଡ଼ା ରାସ୍ତାର କାଳଷଣ୍ଢପୁର ଠାରେ ସୁହାନି ଟ୍ରାନ୍ସପୋର୍ଟ ପକ୍ଷରୁ ଆୟୋଜିତ ଆକର୍ଷଣୀୟ ଦୁର୍ଗା ମେଢ଼ ରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ
Read More News
T & CPrivacy PolicyContact Us